କେନ୍ଦ୍ରାପଡ଼ାରେ ରଥଯାତ୍ରା ଭଳି ବାହୁଡ଼ାରେ ବି ବିଭ୍ରାଟ ଦେଖାଦେଇଛି।ଅଟକି ରହିଛି ‘ବ୍ରହ୍ମତାଳଧ୍ବଜ’।ବରଥ ବାରମ୍ବାର ମୋଡ଼ ନେଉଥିବାରୁ ସିଧା କରିବାକୁ ଉଦ୍ୟମ ଜାରି ରହିଛି। ଚେନ୍ ପୁଲି ସାହାଯ୍ୟରେ ମହାରଣା ସେବାୟତ ଉଦ୍ୟମ ଜାରି ରଖିଛନ୍ତି।
ଗୁଣ୍ଡିଚା ଯାତ୍ରାରେ ରଥ ପହଞ୍ଚିବାକୁ ୪ ଦିନ ସମୟ ଲାଗିଥିଲା।