ତୁରୁମୁଙ୍ଗା ଓ ପାଟଣା ଥାନାରେ ବିଜୟା ଦଶମୀ ପାଳିତ

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଓ ଥାନା କାର୍ଯ୍ୟାଳୟରେ ବୁଧବାର ବିଜୟା ଦଶମୀ ପୂଜା ଅନୁଷ୍ଠିତ ହୋଇଛି ।

ତୁରୁମୁଙ୍ଗା ଥାନାରେ ମଦନମୋହନ ନାଏକ କର୍ତ୍ତା ଭାବେ ନୀତି କାନ୍ତିରେ ପୂଜାର୍ଚନା କରିଥିବା ବେଳେ ପାଟଣା ଥାନାରେ କର୍ତା ଭାବେ ମନୋରଞ୍ଜନ ପ୍ରଧାନ ଓ ନୀତି କାନ୍ତିରେ ପୂଜାର୍ଚନା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes