ତିଲେଶ୍ଵର ସେବା ସମବାୟ ସମିତିର ସଭାପତି ହେଲେ ବିଜୟ କୁମାର ବେହେରା

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ଵର ସେବା ସମବାୟ ସମିତି ର ସଭାପତି ଭାବେ ଆଜି ବିଜୟ କୁମାର ବେହେରା ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes