ତିନି ସହିଦଙ୍କ ପରିବାରକୁ 20 ଲକ୍ଷ ଲେଖାଏଁ ସହାୟତା

ଆଜି ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକ ଅଞ୍ଚଳରେ ମାଓବାଦୀଙ୍କ ଗୁଳିରେ ସହିଦ ହୋଇଥିବା ସିଆରପିଏଫ ଯବାନ ଶିଶୁପାଳ ସିଂ, ଶିବଲାଲ ଏବଂ ଧର୍ମେନ୍ଦ୍ର କୁମାର ସିଂଙ୍କ ପରିବାରକୁ 20 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି l

ଏଏସଆଇ ଶିଶୁପାଳଙ୍କ ଘର ଉତ୍ତରପ୍ରଦେଶ ଓ ଶିବଲାଲଙ୍କ ଘର ହରିଆନାରେ ହୋଇଥିବା ବେଳେ କନଷ୍ଟେବଳ ଧର୍ମେନ୍ଦ୍ର କୁମାରଙ୍କ ଘର ବିହାରରେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes