ଆଠଗଡ଼ ତିଗିରିଆ ଥାନା ଅଞ୍ଚଳରେ ଏକାଧିକ କ୍ରସର୍ ଓ ଖଣିରେ ଚଢ଼ାଉ ଚାଲିଛି। ପୋଲିସ ଫୋର୍ସ ସହ ପ୍ରଶାସନର ବରିଷ୍ଠ ଅଧିକାରୀ ଯାଞ୍ଚ କରୁଛନ୍ତି।
କ୍ରସର୍ ଓ ପଥର ଖଣିର ବିଭିନ୍ନ ଡକ୍ୟୁମେଣ୍ଟର ଚାଲିଛି ଯାଞ୍ଚ। ରାଜସ୍ବ, ପ୍ରଦୂଷଣ ବିଭାଗ, ମେଡିକାଲ ଟିମ୍, ବିଦ୍ୟୁତ୍ ବିଭାଗ ଏଥିରେ ସାମିଲ୍ ଅଛନ୍ତି।
Credible Local News of Odisha