ତାଳଚେର ମେଡିକାଲ କଲେଜ ଚାଲିବାକୁ ମିଳିଲା ମଞ୍ଜୁରୀ

ତାଳଚେର ମେଡିକାଲ କଲେଜ ଚାଲିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଥିବା ବେଳେ ରାଜ୍ୟ ସରକାର ଏବଂ ଏମସିଏଲ ମିଳିତ ସହାଭାଗିତାରେ ଏହା ଚାଲିବ ବୋଲି ଜଣାପଡିଛି l

କଲେଜରେ ପଢିବା ପାଇଁ ଶହେ ସିଟ ଓ ମେଡ଼ିକାଲରେ 500 ବେଡ଼ ରହିବ l ଭିତ୍ତିଭୂମି ଓ ପରିଚାଳନା ଅର୍ଥ ମହାନଦୀ କୋଲଫିଲଡ ବହନ କରିବ ଏବଂ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ମେଡିକାଲ ଓ କଲେଜ ପରିଚାଳନା କରିବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes