ତାଳଚେର ମେଡିକାଲ୍ କଲେଜ୍ ଖୋଲିବା ପ୍ରତିଶୃତି ଏକ ଧୂଆଁ ବାଣ ନହେଉ: ଶରତ

ତାଳଚେର ମେଡିକାଲ୍ କଲେଜ୍ ଖୋଲିବା ପ୍ରତିଶୃତି ଏକ ଧୂଆଁ ବାଣ ନହେଉ ବୋଲି ହାଟତୋଟା ସ୍ଥିତ ପ୍ରେସ୍ କ୍ଲବ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତାଳଚେର ମେଡିକାଲ୍ କଲେଜ୍ ସଂଘର୍ଷ ସମିତିର ଆବାହକ ଶରତ ଚନ୍ଦ୍ର ପ୍ରଧାନ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି।

ସରକାର ତାଙ୍କର ପ୍ରତିଶୃତିକୁ ଯଥାଶୀଘ୍ର ସରକାରୀ ଗେଜେଟ୍ ରେ ଛାପି ଅଥବା ପ୍ରକାଶ କରି କଲେଜର ପ୍ରାରମ୍ଭ କାର୍ଯ୍ୟକଳାପ ଆରମ୍ଭ କରନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes