ଅନୁଗୁଳ ଜିଲ୍ଲା ତାଳଚେର ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକରେ ଅପମିଶ୍ରିତ ପେଟ୍ରୋଲ ଡିଜେଲ ବିକ୍ରି ନେଇ ଅଭିଯୋଗ ହୋଇଆସୁଥିଲା।
ଏନେଇ ଆଜି ହାଟତୋଟାସ୍ଥିତ ଡି ସାହୁ ପେଟ୍ରୋଲ ପମ୍ପରେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି। ଆଗକୁ ବିଭିନ୍ନ ପେଟ୍ରୋଲ ପମ୍ପରେ ଚଢାଉ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୁଚନା ମିଳିଛି।