ତାଳଚେରରେ ପବିତ୍ର ରଥଯାତ୍ରା ନିମନ୍ତେ କାଠ ଚିହ୍ନଟ

ତାଳଚେରରେ ପବିତ୍ର ରଥଯାତ୍ରା ନିମନ୍ତେ ହେସଁମୁଳ ଗ୍ରାମବାସୀ ଓ ବନ ବିଭାଗ କର୍ମଚାରୀଙ୍କ ମିଳିତ ସହଯୋଗ କ୍ରମେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଉପସ୍ଥିତିରେ ଆଜି ପ୍ରଭୁ ବଳଭଦ୍ର,ମାତା ସୁଭଦ୍ରା,ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥ ନିର୍ମାଣ କାର୍ଯ୍ୟରେ ଲାଗିବାକୁ ଥିବା କାଠକୁ ଚିହ୍ନଟ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version