ତାପମାତ୍ରା ଦୁଇ ଦିନ ଖସିବା ପରେ ପୁଣି ବଢିବ

ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଦୁଇଦିନ ମଧ୍ୟରେ ତାପମାତ୍ରା 2 ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବା ସମ୍ଭାବନା ଥିବା ପାଣିପାଗ ବିଭାଗ ଆଜି କହିଛି l

ତେବେ ପରବର୍ତ୍ତୀ 3 ଦିନ ମଧ୍ୟରେ ଦିନ ତାପମାତ୍ରା ପୁଣି 3 ରୁ 4 ଡିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ଥିବା କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes