ତାତିରୁ ତ୍ରାହି ନାହିଁ; ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

୨ ଦିନ ଯାଏଁ ଉପକୂଳବର୍ତ୍ତୀ ୧୩ ଜିଲ୍ଲା ପାଇଁ ଗରମ ଓ ଗୁଳୁଗୁଳି ଚେତାବନୀ ଦେଇଛି ପାଣିପାଗ ବିଭାଗ। ୧୮ ରୁ ୨୦ ପର୍ଯ୍ୟନ୍ତ ଉପକୂଳ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ପାଇଁ ମଧ୍ୟ ୱାର୍ଣ୍ଣିଂ ଜାରି ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes