ତହସିଲଦାର ପ୍ରସନ୍ନ ସାମନ୍ତରାୟ ଗିରଫ

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କୁ ଗିରଫ କଲା ଭିଜିଲାନ୍ସ।

ତହସିଲଦାରଙ୍କ ଭୁବନେଶ୍ବରରେ ୨ଟି ବହୁତଳ କୋଠା ଓ ୭ଟି ପ୍ଲଟ୍ ରହିଛି। ଘରୁ ମଧ୍ୟ ନଗଦ ୨ ଲକ୍ଷ ୧୭ ହଜାର ଟଙ୍କା ଜବତ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes