ତହସିଲକୁ ଯାନ ଭଡା ସକାଶେ ଟେଣ୍ତର ବିଜ୍ଞପ୍ତି

ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ତହସିଲ କାର୍ଯ୍ଯାଳୟକୁ ଯାନ ଭଡା ସକାଶେ ପ୍ରଶାସନ ତରଫରୁ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ମଇ ମାସ ୦୭ ଭିତରେ ବିଡ ଆବେଦନ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes