ତତ୍କାଳୀନ ପାଟଣା ତହସିଲଦାରଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡ

କେନ୍ଦୁଝର ପାଟଣାର ପୂର୍ବତନ ତହସିଲଦାର ପ୍ରଦୀପ ନାୟକଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ।

ପିଅନ ବିଶ୍ୱନାଥ ନାୟକଙ୍କୁ ମଧ୍ୟ ବର୍ଷେ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ। ୨୦୦୯ ଲାଞ୍ଚ ମାମଲାରେ ଦଣ୍ଡାଦେଶ କଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ଜମି ପଟ୍ଟା କରାଇବା ନାଁରେ ୫ ହଜାର ଲାଞ୍ଚ ନେଇ ଗିରଫ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes