ତତଲା କଡ଼େଇରେ ଭାଜି ହେଉଛି ବୀରମହାରାଜପୁର

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ପ୍ରବଳ ଖରା ଅନୁଭବ ହୋଇଛି ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ଯାହାକି ଧନ, ଜୀବନ ଉପରେ ପ୍ରଭାବ ପକାଇଛି।ବିଶେଷ କରି ମାର୍କେଟ ଅଞ୍ଚଳରେ ଦିନ ୧୧ଟାରୁ ରାସ୍ତାଘାଟ ଶୂନ୍ୟ ହୋଇ ଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes