ଢେଙ୍କାନାଳ ବିଧାନସଭାର କପିଳାସ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ମୋଦି ସରକାରଙ୍କ ୯ ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଉପଲକ୍ଷେ ଏକ ମାସ ବ୍ୟାପି କାର୍ଯ୍ୟ କରିବାର ଯୋଜନା ତଥା କପିଳାସ ମଣ୍ଡଳରେ ଖଣ୍ଡଉଣୀ ପୀଠ ଠାରେ ମଣ୍ଡଳ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ପୂର୍ବତନ ବିଧାୟକ କୃଷ୍ଣଙ୍କ ସମେତ କପିଳାସ ମଣ୍ଡଳର ସମସ୍ତ କାର୍ଯ୍ୟକତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗକୁ ନେବାର ଖସଡ଼ା ପ୍ରସ୍ତୁତ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes