ଢେଙ୍କାନାଳର ବିରାଶାଳରେ ହେବ ଆଭିଏସନ ସେଣ୍ଟର

ଢେଙ୍କାନାଳ ଜିଲ୍ଲାର ବିରାଶାଳ ଠାରେ 562 କୋଟି ଟଙ୍କା ଖର୍ଚ୍ଚରେ ବିଜୁ ପଟ୍ଟନାୟକ ଆଭିଏସନ ସେଣ୍ଟର ପ୍ରତିଷ୍ଠା ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ ମଞ୍ଜୁର କରିଛି l ଏଠାରେ ପାଇଲଟ, କ୍ୟାବିନ କ୍ରୁ ଆଦିଙ୍କୁ ପ୍ରଶିକ୍ଷଣ ଦିଆଯିବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes