ନୂଆଦିଲ୍ଲୀରେ ଭାରତ-କୋରିଆ ସମ୍ମିଳନୀରେ ସରକାରୀ ଓ ପୋସ୍କୋର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଚୁକ୍ତି ହୋଇଛି।
ବାର୍ଷିକ ୬ ମିଲିଅନ ଟନ୍ ସମ୍ମିଳିତ ଇସ୍ପାତ କାରଖାନା ହେବ। ଇସ୍ପାତ କାରଖାନାରେ ଫ୍ଲାଟ୍ ଷ୍ଟିଲ ଉତ୍ପାଦନ ହେବ।
Credible Local News of Odisha