ଢାବାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଞ୍ଚଳର ଏନ୍ଏଚ୍ ୫୩ ଏକ ଢାବାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି l

ଥାନାରେ ଅଭିଯୋଗ ପରେ ୬ ଜଣଙ୍କୁ ଅଟକ ରଖିଛି ପୁଲିସ l

Leave a Comment

This site uses Akismet to reduce spam. Learn how your comment data is processed.

Niladri Bije