ଢ଼ିଙ୍କିଆରେ ପୁଣି ଉତ୍ତେଜନା, ରାଜନେତାଙ୍କୁ ଫେରାଇଲେ ପ୍ରକଳ୍ପ ସମର୍ଥକ

ଜଗତସିଂହପୁର ଜିଲ୍ଳାର ଢ଼ିଙ୍କିଆର ପ୍ରସ୍ତାବିତ ଜେଏସଡବ୍ଲୁ ପ୍ରକଳ୍ପ ଅଞ୍ଚଳରେ ଆଜି ପୁଣି ଉତ୍ତେଜନା ପ୍ରକାଶ ପାଇଛି l

ପ୍ରକଳ୍ପ ବିରୋଧରେ ଜନମତ ସୃଷ୍ଟି କରୁଥିବା 13 ଟି ରାଜନୈତିକ ଦଳର ପ୍ରତିନିଧି ମାନେ ଆଜି ଢ଼ିଙ୍କିଆ ଗସ୍ତରେ ଯାଇଥିବା ବେଳେ ପ୍ରକଳ୍ପ ସପକ୍ଷବାଦୀ ମାନେ ସେମାନଙ୍କୁ ଅଧା ବାଟରୁ ଫେରାଇଦେଇଥିବା ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes