ଡ୍ୟାନ୍ସ ବାର୍ରେ ୨୧ ବର୍ଷରୁ କମ୍ ବୟସର ମହିଳା କର୍ମଚାରୀ ଥିଲେ କାର୍ଯ୍ୟାନୁଷ୍ଠାନ ହେବ।
ଶୁଭଲକ୍ଷ୍ମୀ ଆତ୍ମହତ୍ୟା ଘଟଣା ପରେ ଅବକାରୀ ବିଭାଗ ଏହି ପଦକ୍ଷେପ ନେଇଛି। ଆଗାମୀ ଦିନରେ ଭୁବନେଶ୍ୱରର ସବୁ ଡ୍ୟାନ୍ସ ବାର୍ରେ ରେଡ୍ ହେବ କହିଲେ ଅବକାରୀ ଅଧୀକ୍ଷକ।
Credible Local News of Odisha