ଡ୍ରେନ୍‌ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର ଚାଳସାହି ୱାର୍ଡ ନଂ ୨୩ରେ ଏକ ଡ୍ରେନ୍‌ରୁ ମୃତଦେହ ଉଦ୍ଧାର ହୋଇଛି।

ହତ୍ୟା କରି କେହି ଫିଙ୍ଗିଥିବା ଅନୁମାନ କରାଯାଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes