ଡେଙ୍ଗୁ ଏବଂ ପରିମଳ ସଚେତନତା ନେଇ ଚାଲିଥିବା ଡ୍ରାଏ ଡେ କାର୍ଯ୍ୟକ୍ରମକୁ ମାନିବା ଏବଂ ତାକୁ ପାଳିବାକୁ ଆଜି ପୁଣି ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଲୋକଙ୍କୁ ନିବେଦନ କରିଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ l
ଏଥି ସହିତ ସଚେତନତା ରଥରେ ବୁଲି ଲୋକଙ୍କୁ ସଚେତନ କରାଇଛନ୍ତି l
Credible Local News of Odisha