ଡ୍ରାଇଭର ମହାସଂଘର କୋଷାଧ୍ୟକ୍ଷଙ୍କୁ ମୁକୁଳାଇବାକୁ ଦାବି

ଡ୍ରାଇଭର ଆନ୍ଦୋଳନ ବେଳେ ଗିରଫ ହୋଇଥିବା କୋଷାଧ୍ୟକ୍ଷଙ୍କୁ ନଛାଡ଼ିଲେ ଜୁଲାଇ ୨୮ରେ ଆନ୍ଦୋଳନ ନେଇ ଚେତାବନୀ ଦେଲା ରାଷ୍ଟ୍ରୀୟ ଅଟୋ ରିକ୍ସା ଟ୍ରାନ୍ସପୋର୍ଟ ଫେଡରେସନ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes