ଡ୍ରାଇଭର୍ ସଂଘ ଆନ୍ଦୋଳନ ପ୍ରସଙ୍ଗରେ କଂଗ୍ରେସ ପ୍ରେସମିଟ୍ କରି କହିଛି, ବିଜେପି ଚାହୁଁଥିଲା କଂଗ୍ରେସ ସମାବେଶ ବିଫଳ ହେଉ ବୋଲି। ୧୦ ଲକ୍ଷ ଡ୍ରାଇଭର୍ଙ୍କ ପାଇଁ ନୀତ ନିୟମ ବୋଲି କିଛି ନାହିଁ, ଏନେଇ ରାହୁଲ ଗାନ୍ଧି ତାଙ୍କ ପାଇଁ ସ୍ବର ଉଠାଇଲେ, ଡ୍ରାଇଭର୍ ଆନ୍ଦୋଳନକୁ କଂଗ୍ରେସ ସବୁ ଜାଗାରେ ସମର୍ଥନ କରିବ କହିଛନ୍ତି ପିସିସି ସଭାପତି ଭକ୍ତ ଦାସ।