‘ଡେଲିଭରି’ କମ୍ପାନୀର ଟ୍ରକ୍‌ରେ ଗଞ୍ଜେଇ ଚାଲାଣ; ୨ ଫେରାର

ସୋର NH-16ର ଚପରପଦାରେ ସିମେଣ୍ଟ ବୋଝେଇ ଗାଡିକୁ ଧକ୍କା ଦେଲା ‘ଡେଲିଭରି’ କାର। ଦୁର୍ଘଟଣା ପରେ ୧୦ ଲକ୍ଷର ଗଞ୍ଜେଇ ଜବତ ହୋଇଛି। ଡ୍ରାଇଭର, ହେଲପର ଫେରାର ଥିବାବେଳେ ଘଟଣା ସ୍ଥଳରେ ସୋର ପୋଲିସ ପହଞ୍ଚି ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes