ଭୋପାଳରୁ ରକ୍ତ ନମୁନା ରିପୋର୍ଟ ଆସିବା ପରେ ଡେଲାଙ୍ଗର ୩ଟି ସ୍ଥାନକୁ ନିଷେଧାଞ୍ଚଳ ଘୋଷଣା କଲା ପ୍ରଶାସନ।
ସଂକ୍ରମିତ ଅଞ୍ଚଳରୁ ୬୫୦୦ କୁକୁଡ଼ା ମାରିବ ପ୍ରଶାସନ। ସଂକ୍ରମିତ ସ୍ଥାନରୁ ୧୦ କିମି ଯାଏ ରଖାଯିବ କଡ଼ା ନଜର।
Credible Local News of Odisha