ଡେପୁଟି କଲେକ୍ଟରଙ୍କ ୫ କୋଠା, ୬ ପ୍ଲଟ ଠାବ

ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତରଂଜନ ପିଳାଙ୍କ ଘରୁ ୮୭ ହଜାର ୭୮୫ ଟଙ୍କା, ୨ଟି ଚାରିଚକିଆ ଓ ୩ଟି ଦୁଇଚକିଆ ଗାଡି ଠାବ କରିଛି ଭିଜିଲାନ୍ସ।

ଏବେ ପର୍ଯ୍ୟନ୍ତ ୪ଟା ଫ୍ଲାଟ, ଗୋଟିଏ ଦୁଇ ମହଲା ଘର ସହ ୬ଟି ପ୍ଲଟ ଠାବ ହୋଇଛି। ଜମି ଓ ଫ୍ଲାଟର ମୂଲ୍ୟ ନିର୍ଦ୍ଧାରଣ ସହ ବ୍ୟାଙ୍କ ଜମାର ମଧ୍ୟ ଯାଞ୍ଚ ଚାଲିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes