ଡୁରା ନେସନାଲ ହାଇସ୍କୁଲରେ ଚାରା ରୋପଣ

ଡୁରା ନେସନାଲ ହାଇସ୍କୁଲରେ ଆଜି ପ୍ରଧାନ ଶିକ୍ଷୟତ୍ରୀ ମମତା ପଟନାୟକ ଙ୍କ ଅଧ୍ୟକ୍ଷତାରେ ବନ ମହୋଉତ୍ସଭ ସପ୍ତାହ ପାଳନ ଅବସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ଇକୋ କ୍ଲବ ର ସଂଯୋଜକ ଶଙ୍କର ନାରାୟଣ ବେଜ ସମ୍ମାନୀତ ଅତିଥି ଭାବେ ଖଣ୍ଡ ଦେଉଳି କଲେଜର ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ ମୋଚିରlମ ନାହାକ,ବନ ବିଭାଗର ସୁନୀତା ନାୟକ ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version