ଡି.ପି.ଏମ.ୟୁ କାର୍ଯ୍ଯାଳୟକୁ ଯାନ ଯୋଗାଣ ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ

ବଲାଙ୍ଗିର ଜିଲ୍ଲା ଏନ.ଏଚ.ଏମ ଅଧିନସ୍ଥ ଡି.ପି.ଏମ.ୟୁ କାର୍ଯ୍ଯାଳୟକୁ ଗୋଟିଏ ଯାନ ଭଡାରେ ଯୋଗାଇବା ସକାଶେ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଡ ଆବେନଦର ଶେଷ ସମୟ ସୀମା ୨୧ ଜୁନ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes