ଡିସ୍‌କାଉଣ୍ଟରେ ଗାଡ଼ି ଦେବା ନାଁରେ ୪୦ କୋଟି ଠକେଇ, ଦମ୍ପତି ଅଟକ

ଡିସ୍‌କାଉଣ୍ଟରେ ଗାଡ଼ି ଦେବା ନାଁରେ ୪୦ କୋଟି ଠକେଇ ମାମଲାରେ ଗଞ୍ଜାମ ଆସିକାର ଦମ୍ପତିଙ୍କୁ ଅଟକ ରଖିଲା କମିଶନରେଟ୍ ପୁଲିସ।

ନୟାପଲ୍ଲୀ ଥାନାରେ ସ୍ୱାମୀ ସ୍ତ୍ରୀଙ୍କୁ ଅକଟ ରଖିଛି। ଭୁବନେଶ୍ୱରରେ ଉଭୟଙ୍କ ନାଁରେ ଅଛି ୬ଟି ମାମଲା। ୨୦ରୁ ଅଧିକ ଲୋକଙ୍କୁ ଦମ୍ପତି ଠକିଥିବା ଅଭିଯୋଗ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes