ଡିସଚାର୍ଜ ହେଲା ବୋରୱେଲରୁ ଉଦ୍ଧାର ଶିଶୁ ବିଜୟିନୀ

ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଭିମସାର ମେଡିକାଲରୁ ଡିସଚାର୍ଜ ପରେ ବିଜୟିନୀକୁ ଶିଶୁ ଗୃହକୁ ନିଆଯାଇଛି।

ମାସେ ହେଲା ଭୀମସାରରେ ଚିକିତ୍ସାଧୀନ ଥିଲା ବିଜୟିନୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes