ଡିଜେଲ ଅଭାବରୁ ମଝି ଚିଲିକା କଣାସ ଅଞ୍ଚଳର ୪୦ଟି ଡଙ୍ଗା ସହ ଶତାଧିକ ମତ୍ସ୍ୟଜୀବୀ ଫସି ରହିଥିବା ସୂଚନା ମିଳିଛି। ଚିଲିକା ଭିତରେ ଥିବା ଛୋଟ ଛୋଟ ଟାପୁରେ ନେଇଛନ୍ତି ଆଶ୍ରୟ।
ତେଲ ଅଭାବରୁ ଦୟା ନଦୀ ମୁହାଁଣରେ କୂଳରେ ଲାଗି ରହିଛି ଏକାଧିକ ଡଙ୍ଗା।
Credible Local News of Odisha