ଡିଜି ପାହ୍ୟାକୁ ଗଲେ ଲଳିତ, ସପ୍ନା

୧୯୯୨ ବ୍ୟାଚ୍‌ର ୨ ବରିଷ୍ଠ ଆଇପିଏସ୍‌ ଲଳିତ ଦାସ ଓ ସପ୍ନା ତିୱାରୀ ଡିଜି ପାହ୍ୟାକୁ ଗଲେ।

ଅନ୍ୟାଦେଶ ପର୍ଯ୍ୟନ୍ତ ଲଳିତ ତାଙ୍କ ପୂର୍ବ ସ୍ଥାନରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ରହିଛି। ସପ୍ନା ତିୱାରୀ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes