ଡିଜିଟାଲ ମୋଡ୍‌ରେ ଲାଞ୍ଚ କାରବାର ନେଇ ଭିଜିଲାନ୍ସ ସତର୍କତା

ଲାଞ୍ଚ ଗ୍ରହିତା ଓ ସହଯୋଗକାରୀଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛି ଭିଜିଲାନ୍ସ।

ଫୋନ୍‌ ପେ’ରେ ଲାଞ୍ଚ ନେଉଥିଲେ ବି ଖସି ପାରିବନି ବୋଲି ଭିଜିଲାନ୍ସ କହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes