ଡିଏଫଓଙ୍କ ଘରେ ଭିଜିଲାନ୍ସ ରେଡ୍‌

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଡିଏଫ୍ଓ ବିଜୟ ପରିଡ଼ାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି।

ରାୟଗଡ଼ାର ଗାନ୍ଧିନଗର ସ୍ଥିତ ସରକାରୀ ବାସଭବନ ଓ ଯାଜପୁରର ଦାନଗଦୀ ନିକଟ ଦାମୋଦରପୁର ପୈତୃକ ଘରେ ରେଡ୍ ଚାଲିଛି। ଜଣେ ସଂପର୍କୀୟଙ୍କ କଟକରେ ଥିବା ୨ଟି ଘର, ଡିଏଫ୍ଓଙ୍କ ଭୁବନେଶ୍ୱରର ପଟିଆ ସ୍ଥିତ ଘରେ ମଧ୍ୟ ରେଡ୍ ଚାଲିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes