ଡାଲମିଆ ସିମେଣ୍ଟର ପାଇଁ ଜମି ଅଧିଗ୍ରହଣ ବେଳେ ମୁହାଁମୁହିଁ

ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣା ଖଣି ସମ୍ପ୍ରସାରଣ ନେଇ ଜମି ଅଧିଗ୍ରହଣ ବେଳେ ଧସ୍ତାଧସ୍ତି ହୋଇଛନ୍ତି। ୧୦ ପ୍ଲାଟୁନ ପୋଲିସ ଫୋର୍ସ ଘଟଣାସ୍ଥଳରେ ମୁତୟନ ହୋଇଥିବା ବେଳେ ୧୨ରୁ ୧୪ ଗ୍ରାମବାସୀଙ୍କୁ ଅଟକ ରଖିଛି ପୁଲିସ।

ଡିସେମ୍ବରରେ ବିରୋଧ ଯୋଗୁଁ ଜମି ଅଧିଗ୍ରହଣ ଅଧାରୁ ବନ୍ଦ ରହିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes