ଡାବୁଗାଁରେ ସର୍ବାଧିକ 225 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ଡାବୁଗାଁରେ 225, ପାପଡାହାଣ୍ଡିରେ 190, କୋଷାଗୁମୁଡାରେ 145, ନବରଙ୍ଗପୁରରେ 137.6, ନନ୍ଦାହାଣ୍ଡିରେ 93 ଏବଂ ତେନ୍ତୁଳିଖୁଣ୍ଟିରେ 65.5 ମିଲିମିଟର ବର୍ଷା ରେକର୍ଡ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes