ଡାକ୍ତରଙ୍କ ସୁରକ୍ଷା ପାଇଁ ରହିବେ ସିକ୍ୟୁରିଟି ଅଫିସର୍‌

ରାଜ୍ୟର ୧୪ଟି ମେଡିକାଲ କଲେଜରେ ନିଯୁକ୍ତ ହେବେ ସିକ୍ୟୁରିଟି ଅଫିସର୍‌। ଅତିରିକ୍ତ SP, DSP କିମ୍ବା ଡେପୁଟି କମାଣ୍ଡାଣ୍ଟ ରାଙ୍କର ଅଫିସରଙ୍କୁ ମିଳିବ ନିଯୁକ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ଇନ୍ସପେକ୍ଟର ରାଙ୍କର ଅଫିସରଙ୍କୁ ମିଳିବ ଦାୟିତ୍ୱ। ଏହା ସହ ସମସ୍ତ ମେଡିକାଲ କଲେଜରେ ରହିବ ସ୍ୱତନ୍ତ୍ର ପୁଲିସ ଫାଣ୍ଡି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes