ଡାକ୍ତରଙ୍କୁ ପିଟିପିଟି ହତ୍ୟା

କେନ୍ଦ୍ରାପଡ଼ା ମହାକାଳପଡ଼ା ଥାନା ବାରଡାଙ୍ଗ ନାଉରୀ ସାହିରେ ଜମିବାଡ଼ି ବିବାଦରୁ ଡାକ୍ତରଙ୍କୁ ପିଟିପିଟି ମାରିଦେଲେ।

ବଡ଼ଭାଇ ପରିବାର ଲୋକଙ୍କ ସଂଘବଦ୍ଧ ଆକ୍ରମଣରେ ସାନଭାଇ ପ୍ରାଣ ହରାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes