ଡ଼ାକ ବିଭାଗ ତରଫରୁ ପୁଟିଣା ଗ୍ରାମପଞ୍ଚାୟତରେ ଡ଼ାକମେଳା

ବାଲେଶ୍ୱର ଡ଼ାକ ମଣ୍ଡଳ ଏବଂ ଆପିପିବିର ମିଳିତ ଆନୁକୂଲ୍ୟରେ ଏକ ଡ଼ାକ ମେଳା ପୁଟିଣା ଗ୍ରାମପଞ୍ଚାୟତରେ ପାଳିତ ହଇଯାଇଛି l

ଉକ୍ତ ମେଳାକୁ ବାଲେଶ୍ୱର ଡ଼ାକ ଅଧିକ୍ଷକ ଜୟନ୍ତ କୁମାର ଦାସ ଏବଂ ଆପିପିବିର ଏବଂ ସିନିୟର ବ୍ରାଞ୍ଚ ମ୍ୟାନେଜେର ବିରଞ୍ଚି ସାମଲ ଉଦଘାଟନ କରି ଡ଼ାକ ବିଭାଗର ବିଭିନ୍ନ ଜନ ହିତକର ଯୋଜନାକୁ ଲୋକଙ୍କ ପାଖରେ ଉପସ୍ଥାପନା କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes