ଡ଼ମ୍ପିଂ ରୁ ଅଳିଆ ଉଠୁ ନ ଥିବାରୁ ଅସନ୍ତୋଷ

ଗୋପାଳପୁରରେ ଆଜି କୁ ୩ ଦିନ ହେଲା ଅଳିଆ ଡ଼ମ୍ପିଂରୁ ଅଳିଆ ପଡ଼ି ରହିଥିବାରୁ ବହୁ ଦୁର୍ଗନ୍ଧ ହେଉଥିବାରୁ ଆସୁଥିବା ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ମନରେ ଅସନ୍ତୋଷ ଥିବା ଜଣାପଡିଛି।ସୂଚନା ଯେ ଗୋପାଳପୁର ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ତ୍ରିନାଥ ବେହେରା ଓ ଟ୍ରାକ୍ଟର ଡ୍ରାଇଭର ଏମ୍.ରବି ମଧ୍ୟରେ ଅଳିଆ ଉଠାଇବା ନେଇ ପାଟିତୁଣ୍ଡ ହୋଇଥିଲା।

ଏ ନେଇ ଉଭୟ ଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା।ତଦନ୍ତ କାରୀ ଅଧିକାରୀ ଏସ.ଶଙ୍କର ରାଓ ଉଭୟ ଙ୍କୁ ଡକାଇ ତଦନ୍ତ କରୁଥିବା ଜଣାପଡିଛି।ତଦନ୍ତରେ ରହିଥିବା ହେତୁ ଟ୍ରାକ୍ଟର ଡ୍ରାଇଭର ଆସୁ ନ ଥିବାରୁ ଅଳିଆ କୁଡ଼ କୁଡ ପଡିଥିବା ଦେଖିବାକୁ

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version