ଡମ୍ପର ପଛରେ ପିଟିଲା କାର୍; ୨ ମୃତ, ୨ ଗୁରୁତର

ଭଦ୍ରକ ଜିଲ୍ଲା ଏନ୍ଏଚ୍ ୧୬ ଗ୍ରାମାଞ୍ଚଳ ଥାନା ବିଷ୍ଣୁପୁର ଛକରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।

ଏମାନେ ଜଗନ୍ନାଥ ଦର୍ଶନ ପାଇଁ କୋଲକାତାରୁ ପୁରୀ ଯାଉଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes