ଡବଲ ମର୍ଡର ମାମଲାରେ ନିଶା ମାଫିଆ ସହ ୯ ଜଣ ଗିରଫ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିରେ ଦୁଇ ଜଣ ବିଜେଡ଼ି କର୍ମୀଙ୍କୁ ହତ୍ୟା ମାମଲାରେ ପୁଲିସ ଆଜି ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଗୌଡ଼ ସମେତ 9 ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି l

ଏମାନେ ସୁପାରୀ ନେଇ ହତ୍ୟାକାଣ୍ଡ ଘଟଇଥିଲେ l ପ୍ରଶାନ୍ତ ଘରୁ ପୁଲିସ ବିପୁଳ ଗଞ୍ଜେଇ ଓ ଟଙ୍କା ଜବତ କରିବା ପରେ ତା ଘରକୁ ସିଲ କରାଯାଇଥିବା ବରିଷ୍ଠ ଅଧିକାରୀ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes