ଡବଲ ମର୍ଡରର ତଦନ୍ତ ଦାବିରେ ଏସପି ଅଫିସ ସମ୍ମୁଖରେ ଧାରଣା

ଦିଗପହଣ୍ଡି ଥାନାଞ୍ଚଳରେ ହୋଇଥିବା ଏକ ଡବଲ ମର୍ଡର ଘଟଣାର ଉପଯୁକ୍ତ ତଦନ୍ତ ଦାବିରେ ଆଜି ସ୍ଥାନୀୟ ବିଜେପି ନେତାଙ୍କ ନେତୃତ୍ୱରେ ଅଂଚଳବାସୀ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

GhosaYatra