ଡବଲଙ୍ଗ ମୁଖ୍ୟ ରାସ୍ତା ସଫା କଲେ ସଚେତନ ନାଗରିକ

ସୋନପୁର ବ୍କକ ଅନ୍ତର୍ଗତ ଡବଲଙ୍ଗ ମୁଖ୍ୟ ରାସ୍ତାରେ ଅଲିଆ ଆବର୍ଜନା ସହ କିଛି ମାଟି ପଡି ରାସ୍ତା ଅପରିସ୍କାର ହୋଇଥିବା ଯୋଗୁଁ ଗ୍ରାମ କମିଟି ଓ କିଛି ସଚେତନ ନାଗରିକଙ୍କ ଉଦ୍ୟମରେ ସଫେଇ କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes