ଡବଲଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ

ସୋନପୁର ସଦର ବ୍ଲକ ଡବଲଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୯୫ଜଣ ଛାତ୍ରଛାତ୍ରୀ ଥିବାବେଳେ ପ୍ରଧାନ ଶିକ୍ଷକଙ୍କୁ ମିଶାଇ ମାତ୍ର ୪ଜଣ ଶିକ୍ଷକ ଅଛନ୍ତି।

ଶିକ୍ଷକ ନିଯୁକ୍ତି ଦାବି କରି ଏବିଓ ଏବଂ ଡିଓଙ୍କୁ ପରିଚାଳନା କମିଟି ସଭାପତି ପରମେଶ୍ୱର ମହାକୁର ଏକଦାବିପତ୍ର ଦେଇଥିବା କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version