ଡକାୟତି ଘଟଣାରେ ୩ଗିରଫ, ନାବାଳକ ଗଲା ଜୁଭେଲାଇଲ ହୋମ

ସଦରଥାନା ପୋଲିସ ଡକାୟତି ଘଟଣାରେ ୩ଜଣଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିବାବେଳେ ଜଣେ ନାବାଳକକୁ ଜୁଭେନାଇଲ ହୋମକୁ ହସ୍ତାନ୍ତର କରିଥିବା ଜଣାପଡିଛି।

ଗିରଫ ଅଭିଯୁକ୍ତ ମାନେ ହେଲେ ବରଦାପାଳ ଗ୍ରାମର ସିର୍ଦ୍ଧାନ୍ତ କୁମାର ବେହେରା(୨୦)ଓ ମୁନା ବହେରା(୨୨)ବାଂଶପାଳ ବ୍ଲକ ଅନ୍ତର୍ଗତ କୁମୁଡି ଗ୍ରାମର ସୁଧାଂଶୁ ଖିଲାର(୨୫) ବୋଲି ଜଣାପଡିଛି।ଉତ୍ତର ପ୍ରଦେଶ ତାଜାମୁଲ ହୁସେନ ଙ୍କ ଏକ(ଡବ୍ଲୁବି-୧୯-ଏଲ-୨୬୪୯)ବିଶିଷ୍ଟ କଣ୍ଟେର ରୁ ଅଗଷ୍ଟ ୧୬ତାରିଖ ୧୦ଟି ଟାୟାର ଚୋରି କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version