ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଆଜି ଜିଲ୍ଲା ସଭାପତି ତିଲେଶ୍ବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବହୁ ବିଜେପି ନେତୃବୃନ୍ଦ ଯୋଗ ଦେଇ ଡଃ ଶ୍ୟାମାପ୍ରସାଦଙ୍କ ଫୋଟ ଚିତ୍ରରେ ପୁଷ୍ପମାଳ ଦେଇ ବଳିଦାନ ଦିବସ ପାଳନ କରିଥିଲେ।