ଠେଙ୍ଗୋ ଡ୍ୟାମରେ ଥିବା ବୋଟର କାଚ ଭାଙ୍ଗି ଦେଲେ ଦୁର୍ବୃତ୍ତ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହରିହର ଯୋର ପ୍ରକଳ୍ପ (ଠେଙ୍ଗୋ ଡ୍ୟାମ)ରେ ରଖାଯାଇଥିବା ବୋଟର କାଚ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିବା ନେଇ ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ଠେଙ୍ଗୋ ଡ୍ୟାମରେ ପର୍ଯ୍ୟଟକମାନେ ବୋଟିଂ କରିବା ପାଇଁ ଦୁଇଟି ବୋଟ ରଖାଯାଇଛି। ଏହା ଏଯାଏ ଉଦଘାଟନ ହୋଇନାହିଁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes